ପିତୃ ପକ୍ଷ Pitṛupaksha

  • ସଂ. ବି. — ଆଶ୍ୱିନ କୃଷ୍ଣପକ୍ଷ — The dark fortnight of Āṡwina
  • ସଂ. ବି. — [ଦ୍ର—ଏହି 15 ଦିନ ପିତୃଲୋକଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ମହାଳୟା ଶ୍ରାଦ୍ଧ କରାଯାଏ।] — [ଦ୍ର—ଏହି15ଦିନ ପିତୃଲୋକଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ମହାଳୟା ଶ୍ରାଦ୍ଧ କରାଯାଏ]
  • ସଂ. ବି. — ଆତ୍ମୀୟ ପିତୃ ସମ୍ବନ୍ଧୀୟ ସ୍ୱଜନାଦି — One's paternal relations; relatives connected through one's father