ପିତୁଳା Pituḻā

  • ଦେ. ବି—(ସଂ. ପୁତ୍ରିକା, ପ୍ରା. ପୁତ୍ତଳିକା) — ପ୍ରତିମା; ମୂର୍ତ୍ତି — Image; idol
  • ଦେ. ବି—(ସଂ. ପୁତ୍ରିକା, ପ୍ରା. ପୁତ୍ତଳିକା) — ଲେଖଇ ସଂସାରେ ନ ରଖି ତୁଳା ପ୍ରତିଦିଗେ ପ୍ରିୟଜନ ପିତୁଳା—କବିସୂର୍ଯ୍ୟ, କବିତା।
  • ଦେ. ବି—(ସଂ. ପୁତ୍ରିକା, ପ୍ରା. ପୁତ୍ତଳିକା) — ପୁତ୍ତଳିକା; କଣ୍ଢେଇ — Doll
  • ଦେ. ବି—(ସଂ. ପୁତ୍ରିକା, ପ୍ରା. ପୁତ୍ତଳିକା) — ଆଖିର ପୁଅ — The pupil of the eye
  • ଦେ. ବି—(ସଂ. ପୁତ୍ରିକା, ପ୍ରା. ପୁତ୍ତଳିକା) — (ଲକ୍ଷଣାର୍ଥ) ଆଖିର ପୁଅ ପରି ଅତି ପ୍ରିୟ ବ୍ୟକ୍ତି — (Fig) One's dearest or most beloved person