ପିତୁଳା ଘର Pituḻā ghara

  • ଦେ. ବି — ଯେଉଁ ଘରେ ପିତୁଳାମାନେ ଥାଆନ୍ତି — A house where dolls are kept
  • ଦେ. ବି — ଦେଉଳର ଚାରି ପାଖରେ ପାର୍ଶ୍ୱ ଦେବତାମାନଙ୍କୁ ବସାଇବା ଘର — Small temples where images are set up round a temple