ପିତାଶୁଣୀ Pitāṡuṇī

  • ଦେ. ବି. ସ୍ତ୍ରୀ — (ପିଶାଚିନୀ)—ପିତାଶର ସ୍ତ୍ରୀଲିଙ୍ଗ — Feminine of Pitāṡa
  • ଦେ. ବି. ସ୍ତ୍ରୀ — ଆଡ଼ିରେ ଅନେକ ପିତାଶୁଣୀ—ଫକୀରମୋହନ, ଛମାଣଆଠଗୁଣ୍ଠ।