ପିତାମଶିଆ PItāmaṡiā

  • ପ୍ରାଦେ. (ଗଡ଼ଜାତ) ବି — ଗୋଲ ଆଳୁ ପରି ଏକ— ପ୍ରକାର ବନ୍ୟମୂଳ — A kind of wild root like potato
  • ପ୍ରାଦେ. (ଗଡ଼ଜାତ) ବି — [ଦ୍ର—ଗଛ ଆଳୁ ଲତାପରି ମାଡ଼ିଥାଏ। ମୂଳକୁ ଗରିବ ଲୋକେ (ଶଅର, କନ୍ଧ ପ୍ରଭୃତି) ମହର୍ଗ କାଳରେ ପାଣିରେ ସିଝାଇ ଗାଳି ଚକଟି କରି ଖାଆନ୍ତି।]