ପିତାପାଣି Pitāpāṇi

  • ଦେ. ବି — ବର୍ଷାଋତୁର ପ୍ରଥମ ଅସରା ବର୍ଷା — The first shower of a season; the first monsoon shower of the year
  • ଦେ. ବି — ପହିଲୁ ଆଷାଢ଼ ଯିମିତି ନଈରେ ପିତାପାଣି ପଡ଼ିବ ନାଆ ମେଲିଦେବେ। ଫକୀରମୋହନ, ଗଳ୍ପସ୍ୱଳ୍ପ।