ପିତା ଶାଗ Pitā ṡāga
- ଦେ. ବି — ପାଣି ମରିଯାଇଥିବା ପଡ଼ିଆରେ ଜନ୍ମିବା ଏକ— ପ୍ରକାର ତିକ୍ତ ବର୍ଷାୟୁ ଶାକ — A pot herb growing in meadows; Erythrea Roxburghii; Mollugo spergula. (Kirtikar)
- ଦେ. ବି — [ଦ୍ର—ପତ୍ର ଅଭିମୁଖୀ; ଫୁଲ ଛୋଟ; ଶୀତ ଦିନେ ଫୁଟେ; ଫଳ ଫାଟିଯାଏ। ଏହା ପିତ୍ତ, କଫ, କାମଳ, ପାଣ୍ଡୁ ଓ ପ୍ଳୀହାନାଶକ।]