ପିଣ୍ଡୋଳି Piṇḍoḻi

  • ସଂ. ବି. (ପିଣ୍ଡ୍ ଧାତୁ+ ଓଳି) — ଖାଇ ସାରିବା ପରେ ଖାଇବା ପତ୍ରରେ ବଳି ପଡ଼ି ରହି ଯାଇଥିବା ତ୍ୟକ୍ତ ଖାଦ୍ୟ; ଭୁକ୍ତାବଶେଷ; ଭୁକ୍ତୋଜ୍ଜିତ୍ ଦ୍ରବ୍ୟ — Orts; leavings of a meal
  • ଦେ. ବି — ପିଣ୍ଡୁଳା (ଦେଖ) — Piṇḍuḻā (See)