ପିଣ୍ଡୀକୃତ Piṇḍīkṛuta

  • ସଂ. ବିଣ. (ପିଣ୍ଡ+ ଅଭୂତ ତଦ୍ଭାବେ ଚ୍ୱୀ+କୃତ) — ମେଞ୍ଚା କରା ଯାଇଥିବା — Made into a lump
  • ସଂ. ବିଣ. (ପିଣ୍ଡ+ ଅଭୂତ ତଦ୍ଭାବେ ଚ୍ୱୀ+କୃତ) — ଗୁଣ୍ଡା ବଳାଯିବା — Rolled into a ball
  • ସଂ. ବିଣ. (ପିଣ୍ଡ+ ଅଭୂତ ତଦ୍ଭାବେ ଚ୍ୱୀ+କୃତ) — ବଳା ଯାଇଥିବା — Pressed together
  • ସଂ. ବିଣ. (ପିଣ୍ଡ+ ଅଭୂତ ତଦ୍ଭାବେ ଚ୍ୱୀ+କୃତ) — କେନ୍ଦ୍ରରେ ରାଶୀକୃତ — Concentrated at one point
  • ସଂ. ବିଣ. (ପିଣ୍ଡ+ ଅଭୂତ ତଦ୍ଭାବେ ଚ୍ୱୀ+କୃତ) — ରାଶୀକୃତ — Heaped up