ପିଣ୍ଡିଳ Piṇḍiḻa
- ସଂ. ବିଣ. ପୁଂ. (ପିଣ୍ଡି+ଳ) — ମୋଟା ଗୋଡ଼ଭଣ୍ଡା— ବିଶିଷ୍ଟ (ବ୍ୟକ୍ତି) — Having large calves (Apte)
- ସଂ. ବିଣ. ପୁଂ. (ପିଣ୍ଡି+ଳ) — ଗଣନାରେ ଦକ୍ଷ — Skilled in calculations (Apte)
- ସଂ. ବି. ପୁଂ — ଗଣକ; ଜ୍ୟୋତିଷ — Astronomer; fortune-teller
- ସଂ. ବି. ପୁଂ — ପୋଲ; ସେତୁ — Bridge
- ସଂ. ବି. ପୁଂ — ମାଟିଗଦା; ସ୍ତୂପ — Mound