ପିଣ୍ଡିକ ଦୀକ୍ଷିତ Piṇḍika dīkshita

  • ଦେ. ବି. (ନାମ) — ପୁରୀ ଜିଲ୍ଲା ବିଶ୍ୱନାଥପୁର ଶାସନର ଜଣେ ପ୍ରସିଦ୍ଧ ଉଚ୍ଚ ବଂଶୀୟ ବ୍ରାହ୍ମଣ — Name of a Brāhmaṇa of high family of Puri district who performed Jajna
  • ଦେ. ବି. (ନାମ) — [ଦ୍ର—ଏ ପୂର୍ବେ ଯଜ୍ଞ କରି ଓଡ଼ିଶା ରାଜାଙ୍କଠାରୁ ଦୀକ୍ଷିତ ଉପାଧି ପାଇଥିଲେ।]