ପିଣ୍ଡଖର୍ଜୁର Piṇḍa kharjura

  • ସଂ. ବି — (ପିଣ୍ଡାକାରରେ ଏକତ୍ର ବନ୍ଧାହୋଇ ରଖା ଯିବାରୁ) ଆରବ ଦେଶୀୟ ପାଚିଲା ଖଜୁରୀ କୋଳି; ପେଣ୍ଡି ଖଜୁରୀ — Arabian date fruits