ପିଠିରେ କାମୁଡ଼ିବା Piṭhire kāmuṟḍ̠ibā

  • ଦେ. କ୍ରି—(ସଂ. ପୃଷ୍ଠ+କବଳ) — (ଲକ୍ଷାଣାର୍ଥ) ଚୁଗୁଲି କରିବା; କୋଣସି ବ୍ୟକ୍ତିର ଅନୁପସ୍ଥିତିରେ ତାହାର ନିନ୍ଦା କରିବା — (fig). To backbite; to speak evil of a person behind his back
  • ଦେ. କ୍ରି—(ସଂ. ପୃଷ୍ଠ+କବଳ) — (ଲକ୍ଷଣାର୍ଥ) ଅପ୍ରତୀକରଣୀୟ ଅନିଷ୍ଟ କରିବା — (figurative) To injure a person without his being able to remedy or retaliate