ପିଠିଆଇବା Piṭhiāibā
- ଦେ. କ୍ରି. (ଓଡ଼ିଆ ପିଠି ଶବ୍ଦରୁ ନିଷ୍ପନ୍ନ ନାମ ଧାତୁ) — ପିଠି ଆଡ଼କୁ ବୁଲାଇବା — To turn one's back upon
- ଦେ. କ୍ରି. (ଓଡ଼ିଆ ପିଠି ଶବ୍ଦରୁ ନିଷ୍ପନ୍ନ ନାମ ଧାତୁ) — ବାଜନ୍ତେ ମାରଗଣ ଗଣ ନିଠିଆଇ। ପଳାଇଲେ ଦାନବେ ଭୟେ ପିଠିଆଇ। କୃଷ୍ଣସିଂହ, ମହାଭାରତ, ବନ।
- ଦେ. କ୍ରି. (ଓଡ଼ିଆ ପିଠି ଶବ୍ଦରୁ ନିଷ୍ପନ୍ନ ନାମ ଧାତୁ) — ଖରା ବା ବର୍ଷାକୁ ପିଠି ଦେଖାଇବା ବା ପତାଇବା — The expose one's back to the sun or rain
- ଦେ. କ୍ରି. (ଓଡ଼ିଆ ପିଠି ଶବ୍ଦରୁ ନିଷ୍ପନ୍ନ ନାମ ଧାତୁ) — କୌଣସି ବସ୍ତୁକୁ ଟେକିବା ବା ଠେଲିବା ପାଇଁ ପିଠି ଲଗାଇବା — To put one's back to lift or push a thing
- ଦେ. କ୍ରି. (ଓଡ଼ିଆ ପିଠି ଶବ୍ଦରୁ ନିଷ୍ପନ୍ନ ନାମ ଧାତୁ) — ମାଡ଼ଗାଳିକୁ ଭ୍ରୂକ୍ଷେପ ନ କରିବା — Not to care for rebukes or thrashing
- ଦେ. କ୍ରି. (ଓଡ଼ିଆ ପିଠି ଶବ୍ଦରୁ ନିଷ୍ପନ୍ନ ନାମ ଧାତୁ) — ଆଦେଶ ଆଦି ଅମାନ୍ୟ କରିବା — To disregard or disobey an order
- ଦେ. କ୍ରି. (ଓଡ଼ିଆ ପିଠି ଶବ୍ଦରୁ ନିଷ୍ପନ୍ନ ନାମ ଧାତୁ) — ଖାତିର ନ କରିବା — To ignore