ପିଠି ହାଡ଼ Piṭhi hāṟḍ̠a

  • ଦେ. ବି. — ମେରୁଦଣ୍ଡ — Back bone
  • ଦେ. ବି. — ଦଣ୍ଡ ଦେଲି ସାରିଣ ମାଇଲେ ମହୁଡ଼ ଭୂମେ ପଟ ପାଟେ ଛେଚିଲେ ମେରୁ ହାଡ଼। କୃଷ୍ଣସିଂହ, ମହାଭାରତ, ବନ।