ପିଠି ପେଟ ଲାଗିବା Piṭhi peṭa lāgibā

  • ଦେ. ବି — କ୍ଷୁଧା ବା ଉପବାସ ଯୋଗୁଁ ପେଟ ଭିତରଆଡ଼କୁ ପଶିଯିବା — The sinking of the belly to the wall of the back on account of starvation
  • ଦେ. ବି — ଅତି ଶୀର୍ଣ୍ଣକାୟ ହେବା ଅବସ୍ଥା — Emaciation