ପିଠି ଚାପଡ଼ାଇବା Piṭhi chāpaṟḍ̠āibā

  • ଦେ. କ୍ରି — ସ୍ନେହ ବା ଆଦରର ଚିହ୍ନ ସ୍ୱରୂପ କୌଣସି ବ୍ୟକ୍ତିର ପିଠିରେ ଧୀରେ ଧୀରେ ଚାପୁଡ଼ା ମାରିବା — To pat on one's back in fondness
  • ଦେ. କ୍ରି — (ଲକ୍ଷଣାର୍ଥ) କୌଣସି ବ୍ୟକ୍ତି କଅଁଳେଇ ସଅଁଳେଇ କଥା କହିବା — (figurative) To cajole; to wheedle
  • ଦେ. କ୍ରି — (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିକୁ ଉତ୍ସାହିତ କରିବା — (figurative) to encourage a person