ପିଠି କୁଣ୍ଡେଇ ହେବା Piṭhi kuṇḍei hebā

  • ଦେ. ବି — (ଲକ୍ଷଣାର୍ଥ) ମାଡ଼ ଖାଇବାପାଇଁ ପିଠିରେ କଣ୍ଡୂ ଉତ୍ପନ୍ନ ହେବା — (figurative) The itching of one's back to get a sound thrashing
  • ଦେ. ବି — (ଯଥ— ତୁ ଜାଣି ଶୁଣି ଅନ୍ୟାୟ କରୁଛୁ! ତୋର କଅଣ ପିଠି କୁଣ୍ଡେଇ ହେଉଛି କି?)