ପିଠି କାମୁଡ଼ା Piṭhi kāmuṟḍ̠ā

  • ଦେ. ବି. (ସଂ. ପୃଷ୍ଠ+କବଳ) — (ଲକ୍ଷଣାର୍ଥ) ପରୋକ୍ଷରେ ବା କୌଣସି ବ୍ୟକ୍ତିର ଅନୁପସ୍ଥିରେ ତାହାର ନିନ୍ଦାବାଦ; ଚୁଗୁଲି — Back biting
  • ଦେ. ବିଣ. ପୁଂ — ଚୁଗୁଲିଆ; ଅନୁପସ୍ଥିତ ବ୍ୟକ୍ତିର ନିନ୍ଦାକାରୀ — backbiting; speaking evil of a person behind his back