ପିଠି ଆଡ଼ିବା Piṭhi āṟḍ̠ibā

  • ଦେ. କ୍ରି — ପ୍ରହାର ପ୍ରତି ପ୍ରସ୍ତୁତ ହୋଇ ପିଠି ପତାଇ କରି ରହିବା — To wait with one's back ready to take a blow