ପିଟା ଘଡ଼ି Piṭā ghaṟḍ̠i

  • ଦେ. ବି — ପିଟା ଘଣ୍ଟ (ଦେଖ) — Piṭā ghaṇṭa (See)
  • ଦେ. ବି — ଯେଉଁ ସମୟନିର୍ଣ୍ଣାୟକ ଘଡ଼ି ଟଙ୍ଗ୍ ଟଙ୍ଗ୍ ହୋଇ ବାଜି ସମୟ ଜଣାଇ ଦିଏ — Chiming clock
  • ଦେ. ବି — ଘ ଅକ୍ଷର ହୋଇଅଛି ପିଟା ଘଡ଼ି ଘଣ୍ଟା— ପ୍ରାଚୀ, ବ୍ରହ୍ମନିରୂପଣ ଗୀତା।