ପିଟା ଘଣ୍ଟ Piṭā ghaṇṭa

  • ଦେ. ବି — ଯେଉଁ ଘଣ୍ଟାରେ ଆଘାତ କରି ଶବ୍ଦ କରାଯାଏ — Gong
  • ଦେ. ବି — (ଲକ୍ଷଣାର୍ଥ) ଯେଉଁ ଲୋକ ଅନେକ ତାଡ଼ନା ଆଦି ସହି ସହି ପଥର ପାଲଟି ଗଲାଣି — A person hardened to constant beating