ପିଞ୍ଛାଡ଼ିବା Pin̄chhāṟḍ̠ibā

  • ଦେ. କ୍ରି—(ସଂ. ପକ୍ଷ୍ମପାତ) — ପିଛାଡ଼ିବା (ଦେଖ) — Pichhāṟḍ̠ibā (See)
  • ଦେ. କ୍ରି—(ସଂ. ପକ୍ଷ୍ମପାତ) — ଧ୍ୟାନ ମଙ୍ଗଳ ରୂପ ଦେଖି ପିଞ୍ଛାଡ଼ି ନ ପାରଇ ଆଖି। ଜଗନ୍ନାଥ, ଭାଗବତ।