ପିଞ୍ଛ ଦେବା Pin̄chha debā
- ଦେ. କ୍ରି — ଧାନ ଗଛକୁ ଗୋରୁ ଖାଇଯିବେ ନାହିଁ ବୋଲି ପିଞ୍ଛଦ୍ୱାରା ଧାନ ଗଛରେ ଗୋବରପାଣି ଛିଞ୍ଚିବା — To sprinkle water mixed with cow-dung on paddy plants to prevent cattle from nibbling them
- ଦେ. କ୍ରି — ପଲସ୍ତରା କରିବା ପୂର୍ବରୁ କାନ୍ଥ ଉପରେ ପିଞ୍ଛଦ୍ୱାରା ପାଣି ଛିଞ୍ଚିବା — To sprinkle water with the help of a mason's brush on wall which is being plastered
- ଦେ. କ୍ରି — ଭାତ ହାଣ୍ଡିର ମୁହଁରେ ପିଞ୍ଛକୁ ହାବୁଡ଼ାଇ ଭାତହାଣ୍ଡିକୁ ଅଣାଇ ଭାତରୁ ପେଜ ଗାଳିବା — To put a bunch of straw etc on the mouth of an inclined cooking pot to let the rice water escape therefrom