ପିଛୋଡ଼ା Pichhoṟḍ̠ā

  • ଦେ. ବି. (ପ୍ରାଚୀନ ପଦ୍ୟ)—(ସଂ. ପକ୍ଷ୍ମ) — ଆଖିର ପକ୍ଷ୍ମ; ପିଛଡ଼ା — Eye-lid
  • ଦେ. ବି. (ପ୍ରାଚୀନ ପଦ୍ୟ)—(ସଂ. ପକ୍ଷ୍ମ) — ଗୋ କାଚ କୃଷ୍ଣର ଭ୍ରୂଲତା, ପୀ କାର ପିଛୋଡ଼ାରେ ସ୍ଥିତା। ଯଶୋବନ୍ତ, ପ୍ରେମଭକ୍ତି ବ୍ରହ୍ମଗୀତା