ପିଚ୍ଛ୍ରି Pichh-ri

  • ପ୍ରାଦେ (ଲରିଆ) ବି. (ତୁଳ. ହି. ପିଚ୍ଛୌରା) — ପାଛୁଡ଼ା; ଚାଦର; ଉତ୍ତରୀୟ — A cloth put on the upper part of the body; a sheet