ପିଚ୍ଛିଳ ତ୍ୱକ୍ Pichchhiḻa twak

  • ସଂ. ବିଣ. (ବହୁବ୍ରୀହି; ପିଚ୍ଛିଳ+ତ୍ୱକ୍) — ଯାହାର ଛାଲ ବା ବକଳ ନାଳୁଆ — Having slippery bark or rind
  • ସଂ. ବି — ନାରଙ୍ଗ ଗଛ (ହି. ଶ.) (ଦେଖ) — Nāraṅga tree (See)
  • ସଂ. ବି — ଧାମଣ ଗଛ (ହି. ଶ.) (ଦେଖ) — Dhāmaṇa tree (See)