ପିଚ୍ଛଳ Pichchhaḻa
- ସଂ. ବିଣ. (ପିଚ୍ଛ ଧାତୁ+ଅଳ) — ଖସଡ଼ା — Slippery
- ସଂ. ବିଣ. (ପିଚ୍ଛ ଧାତୁ+ଅଳ) — (ପିଚ୍ଛ+ଳ) ପୁଚ୍ଛ ଯୁକ୍ତ — Tailed; having a tail
- ସଂ. ବି. — ମୋଚରସ (ଦେଖ) (ହି. ଶ) — Mocharasa (See)
- ସଂ. ବି. — ଆକାଶବଲ୍ଲୀ; ନିର୍ମୂଳୀ ଲତା (ହି. ଶ) (ଦେଖ) — Nirmūḻī (creeper) (See)
- ସଂ. ବି. — ଶିଶୁ ଗଛ (ହି. ଶ.) — The Ṡiṡu tree
- ସଂ. ବି. — ବାସୁକୀବଂଶର ସର୍ପବିଶେଷ (ହି. ଶ) — Name of a mythological serpent