ପିଚ୍ଛଳା Pichhaḻā
- ଦେ. ବି. (ସଂ. ଅକ୍ଷିପଟଳ; ସଂ. ପକ୍ଷ୍ମ) — ଆଖିପତା; ଆଖିର ପଲକ; ଦୃଗଞ୍ଚଳ — Eyelid
- ଦେ. ବି. (ସଂ. ଅକ୍ଷିପଟଳ; ସଂ. ପକ୍ଷ୍ମ) — ପିଛିଡ଼ା(ଳା), ପିଛୁଡ଼ା(ଳା) ଅନ୍ୟରୂପ — ପିଛିଡ଼ା(ଳା), ପିଛୁଡ଼ା(ଳା)ଅନ୍ୟରୂପ
- ଦେ. ବି. (ସଂ. ଅକ୍ଷିପଟଳ; ସଂ. ପକ୍ଷ୍ମ) — ଚାହାନ୍ତି ଜଗତିପରେ ସର୍ବ ସଖୀ ବୋଲେ ବିଶି ପିଛଡ଼ା ନ ପଡ଼େ ଆଖି। ବିଶ୍ୱନାଥ, ବିଚିତ୍ର ରାମାୟଣ।
- ଦେ. ବି. (ସଂ. ଅକ୍ଷିପଟଳ; ସଂ. ପକ୍ଷ୍ମ) — ଆଖିର ପଲକ ପଡ଼ିବା — Wink; blinking; twinkling of the eye