ପିଚ୍କାଇବା Pich-kāibā

  • ପ୍ରାଦେ. (ସମ୍ବଲପୁର) କ୍ରି-(ସଂ. ପିଚ୍ ଧାତୁ= ଚିପିବା; ତୁଳ. ହୀ. ପୀଚକ୍ନା) — ପାଚିଲା ଆମ୍ବ ବା ମହୁଲକୁ ଚିପି ଦେଇ ତା ମଧ୍ୟରୁ ମଞ୍ଜିକି ବାହାର କରି ଦେବା — 1. To cause the seed to blurt out from a ripe mango by pressing the fruit from all sides
  • ପ୍ରାଦେ. (ସମ୍ବଲପୁର) କ୍ରି-(ସଂ. ପିଚ୍ ଧାତୁ= ଚିପିବା; ତୁଳ. ହୀ. ପୀଚକ୍ନା) — ପାଚିଗଲା ପରେ ବଥକୁ ଚିପି ତା ମଧ୍ୟରୁ ମଞ୍ଜି ଓ ପୂଜ ବାହାର କରି ଦେବା — To bring out pus from a ripe boil by pressing it on the sides
  • ଦେ. କ୍ରି. — ପିଚକିବାର ଣିଜନ୍ତ ରୂପ — Causative of Pichakibā