ପିଚ୍ ପିଚ୍ Pich-pich

  • ଦେ. ଅ. (ଧ୍ୱନ୍ୟନୁକରଣ) — ହଠାତ୍ କୌଣସି ସ୍ଥାନ ଫୋଡ଼ି ହୋଇ ଗଲେ ସେଥିରୁ ପିଚକାରି ମୁହଁରୁ ପାଣି ଆଦି ବାହାରିବା ପରି ଜୋରରେ ରକ୍ତ ଛିଟିକିବା — The flowing of blood from a hole in the body like water forced through a syringe