ପିଚିକିବା Pichikibā

  • ଦେ. କ୍ରି. (ସଂ. ପିଚ୍ ଧାତୁ= ଚିପିବା; କିମ୍ବା ପିଚ୍ପିଚ୍ ଧ୍ୱନ୍ୟନୁକରଣ) ପିଚିକାରିରୁ ପାଣି ଛୁଟିଲା ପରି ରକ୍ତ ଆଦି ଛୁଟିବା; ଛିଟିକିବା — To flow like water coming out of a syringe; to spurt out