ପିଚିକା Pichikā

  • ଦେ. ବି. (ପିଚ୍ ପିଚ୍ ଶବ୍ଦରେ ଏଥିର ମୁହଁରୁ ପାଣି ବାହାରିବାରୁ) — ପାଣିକୁ ଦୂରକୁ ନିକ୍ଷେପ କରିବାର ସରୁ ମୁହାଁ ନଳ ଯନ୍ତ୍ରବିଶେଷ — A syringe
  • ଦେ. ବି. (ପିଚ୍ ପିଚ୍ ଶବ୍ଦରେ ଏଥିର ମୁହଁରୁ ପାଣି ବାହାରିବାରୁ) — ରତି ମନମଥ ଦୁହେଁ ପନୀର ପିଚିକା ଖେଳୁଥିଲେ। କବିସୂର୍ଯ୍ୟ, ସଙ୍ଗୀତ।
  • ଦେ. ବି. (ପିଚ୍ ପିଚ୍ ଶବ୍ଦରେ ଏଥିର ମୁହଁରୁ ପାଣି ବାହାରିବାରୁ) — (ପିଲା ଶବ୍ଦର ଅନର୍ଥକ ସହଚର ଶବ୍ଦ) ପିଲା ଆଦି (ଯଥା— ପିଲା ପିଚିକା=ସନ୍ତାନ ସନ୍ତତି ଆଦି) — Children and other incumbrances of one's family
  • ଦେ. ବିଣ — ବଚକାନୀ; କ୍ଷୁଦ୍ର — Small; pigmy; tiny like a child