ପିଚିକା ମାରିବା Pichikā māribā

  • ଦେ. କ୍ରି — ପିଚିକାରୀ ଦ୍ୱାରା ପାଣି ନିକ୍ଷେପ କରିବା ବା ଛାଟିବା — To cause water to flow through a syringe
  • ଦେ. କ୍ରି — ଚନ୍ଦନ ପିଚିକା ମାରି କରନ୍ତି ଭାବ। ଶିଶୁଶଙ୍କର, ଊଷା ଅଭିଳାଷ।
  • ଦେ. କ୍ରି — ପିଚିକିବା (ଦେଖ) — Pichikibā (See)