ପିଙ୍ଗାଶ Piṅgāṡa
- ସଂ. ବି. (ପିଙ୍ଗ=ପିଙ୍ଗଳ ବର୍ଣ୍ଣ+ଆଶ=ମାଂସ ଯାହାର) — ପହଙ୍ଗା ମାଛ; ପହଣା ମାଛ; ପଙ୍ଗା ନାମକ ଅକାତିଆ ମାଛ — The siluroid or sheat fish; Panga sius Buchanani (a kind of fish)
- ସଂ. ବି. (ପିଙ୍ଗ=ପିଙ୍ଗଳ ବର୍ଣ୍ଣ+ଆଶ=ମାଂସ ଯାହାର) — [ଦ୍ର—ଏହାର ଦେହ ଚେପଟା; ମୁହଁ ଚଉଡ଼ା; 4 ଟା ନିଶ ଅଛି; ଏହା 2.5 ହାତ ପର୍ଯ୍ୟନ୍ତ ଲମ୍ବା ଓ ଓଜନରେ 4/5 ସେର ପର୍ଯ୍ୟନ୍ତ ହୁଏ; ଏ ମାଛ ଅତ୍ୟନ୍ତ ତେଲିଆ।] — [ଦ୍ର—ଏହାର ଦେହ ଚେପଟା; ମୁହଁ ଚଉଡ଼ା;4ଟା ନିଶ ଅଛି; ଏହା2.5ହାତ ପର୍ଯ୍ୟନ୍ତ ଲମ୍ବା ଓ ଓଜନରେ4/5ସେର ପର୍ଯ୍ୟନ୍ତ ହୁଏ; ଏ ମାଛ ଅତ୍ୟନ୍ତ ତେଲିଆ]
- ସଂ. ବି. (ପିଙ୍ଗ=ପିଙ୍ଗଳ ବର୍ଣ୍ଣ+ଆଶ=ମାଂସ ଯାହାର) — ଗ୍ରାମର ମୁଖ୍ୟ ବ୍ୟକ୍ତି; ଗ୍ରାମାଧିପତି(ହି. ଶ.) — The headman of a village
- ସଂ. ବି. (ପିଙ୍ଗ=ପିଙ୍ଗଳ ବର୍ଣ୍ଣ+ଆଶ=ମାଂସ ଯାହାର) — ଉତ୍କୃଷ୍ଟ ସୁନା (ହି. ଶ.) — Pure gold