ପିଙ୍ଗଳିକା Piṅgaḻikā

  • ସଂ. ବି. (ପିଙ୍ଗଳ+କ+ସ୍ତ୍ରୀ. ଆ) — କ୍ରୌଞ୍ଚ; କାଣ୍ଟିବଗ — The heron; the paddy bird; Bredeola Grayi
  • ସଂ. ବି. (ପିଙ୍ଗଳ+କ+ସ୍ତ୍ରୀ. ଆ) — ଏକ ପ୍ରକାର ଦଂଶକ ମକ୍ଷିକା (ହି. ଶ) — A kind of biting fly