ପିକେକ୍ଷଣ Pikekshaṇa

  • ସଂ. ବିଣ. ପୁଂ. (ବହୁବ୍ରୀହି; ପିକ+ଈକ୍ଷଣ) — କୋକିଳ ପରି ରକ୍ତିମ ଚକ୍ଷୁ ବିଶିଷ୍ଟ — Having eyes as red as those of a cuckoo
  • ସଂ. ବି — କୋଇଲିଖିଆ (ଦେଖ) (ହି. ଶ.) — Koilikhiā (See)