ପିକାଖିଆ Pikākhiā

  • ଦେ. ବି. — ପିକାଦ୍ୱାରା ଧୂମପାନ — Smoking with a cheroot
  • ଦେ. ବି. — ଧୂମପାନ କରିବା ପାଇଁ ପିକା କିଣିବା ନିମନ୍ତେ ଶୂଦ୍ର ଭୃତ୍ୟାଦିଙ୍କୁ ଦିଆଯିବା ପୁରସ୍କାର — A tip given to Ṡūdra menials for purchasing cheroot for smoking
  • ଦେ. ବି. — (ଲକ୍ଷଣାର୍ଥ) ନିଶ୍ଚିନ୍ତରେ ଓ ମଉଜରେ ସମୟ ଯାପନ — Passing time easily and without anxiety
  • ଦେ. ବି. — ଘରବୁଡ଼ି ପାଣି ଆଣ୍ଠିଏ ହେଲାଣି ପୁଅଙ୍କର ପିକାଖିଆ ଛାଡ଼ ଯାଉ ନାହିଁ—ଢଗ।
  • ଦେ. ବିଣ — ପିକା ଦ୍ୱାରା ଧୂମପାନ କରିବାରେ ଅଭ୍ୟସ୍ତ (ବ୍ୟକ୍ତି) — Habituated to smoking cheroot