ପିକ ଦାନୀ Pika dānī

  • ଦେ. ବି. (ଓଡ଼ିଆ. ପିକ+ଫା. ଦାନ୍) — ପିକ ପକାଇବାର ପାତ୍ର — A spitton; a spit- pit
  • ଦେ. ବି. (ଓଡ଼ିଆ. ପିକ+ଫା. ଦାନ୍) — ଭଜିଥାନ୍ତା ରଜନୀ ଦିବସେ ପିକଦାନୀ। କବିସୂର୍ଯ୍ୟ, କିଶୋରୀ ଚମ୍ପୂ ଭ ଗୀତ।