ପିଉସାଶୁର Piusāṡura

  • ଦେ. ବିଣ. ପୁଂ.—(ପିତୃଷ୍ୱସୃ+ଶ୍ୱଶୁର) — ଆପଣା ସ୍ୱାମୀ ବା ସ୍ତ୍ରୀଙ୍କ ପିଉସା — The husband of one's father-in-law's sister