ପିଉନିଟିଭ୍ ଟାକ୍ସ Piuniṭibh ṭāksa

  • ବୈଦେ. ବି. (ଇଂ) — କୌଣସି ଅଞ୍ଚଳରେ ଅସାଧାରଣ ରୂପେ ଶାନ୍ତିଭଙ୍ଗ ହେବାର ଦେଖା ଗଲେ ଓ ଉକ୍ତ ଅଞ୍ଚଳବାସୀ ଲୋକଙ୍କ ମେଳି ଯୋଗୁଁ ଅପରାଧର ସନ୍ଧାନ ବା ନିରାକରଣ ହୋଇ ନ ପାରିଲେ ସେ ଅଞ୍ଚଳରେ ଶାନ୍ତିରକ୍ଷା କରିବା ପାଇଁ ସରକାରଙ୍କଦ୍ୱାରା ନିଯୁକ୍ତ ଅଧିକା ପୁଲିସ ଫଉଜଙ୍କ ଖରଚା ଉଠାଇବା ପାଇଁ ଉକ୍ତ ଅଞ୍ଚଳବାସୀଙ୍କ ଉପରେ ସରକାରଙ୍କ ନିର୍ଦ୍ଧାରିତ ଟାକ୍ସ — Tax for maintenance of Punitive Police in a certain disturbed area