ପିଉନି ଜଜ୍ Piuni jaj

  • ବୈଦେ. ବି. (ଇଂ. ପୁଇନି; ଫ୍ରେଞ୍ଚ୍ - ପୁଇନେ+ଇଂ. ଜଜ୍) — ହାଇକୋଟର ଚିଫ୍ ଜଷ୍ଟିସ୍ (ପ୍ରଧାନ ଜଜ୍)ଙ୍କ ସହକାରୀ ଛୋଟ ଜଜ୍ — Puisne Judge