ପିଇବା Pi-ibā
- ଦେ. କ୍ରି (ସଂ. ପା ଧାତୁ) — ଦ୍ରବ ପଦାର୍ଥ ପାନ କରିବା — To drink a liquid
- ଦେ. କ୍ରି (ସଂ. ପା ଧାତୁ) — ମଦ୍ୟ ପାନ କରିବା — To drink wine
- ଦେ. କ୍ରି (ସଂ. ପା ଧାତୁ) — ସେଠାରେ ଯଦୁମାନେ ସଭାଟିଏ କଲେ, କାଦମ୍ବରୀ ମଦିରା ଆଣିଣ ପିଇଲେ। କୃଷ୍ଣସିଂହ. ମହାଭାରତ. ଆଦି।
- ଦେ. କ୍ରି (ସଂ. ପା ଧାତୁ) — ଉତ୍ତମରୂପେ ଜଡ଼ି ଯିବା — To tally completely with
- ଦେ. କ୍ରି (ସଂ. ପା ଧାତୁ) — (ରନ୍ଧ୍ରଯୁକ୍ତ କାଠ ବା ଅନ୍ୟ ବସ୍ତୁ) ତୈଳାଦି ଦ୍ରବ ପଦାର୍ଥକୁ ଛିଦ୍ର ମଧ୍ୟରେ ଶୋଷଣ କରିବା — To draw oil etc into the pores; to become soaked with
- ଦେ. କ୍ରି (ସଂ. ପା ଧାତୁ) — (ଯଥା—ଏ ବଢ଼ାଟି ଖୁବ୍ ତେଲ ପିଇଛି।)
- ଦେ. କ୍ରି (ସଂ. ପା ଧାତୁ) — ଚାଖିବା — To taste
- ଦେ. କ୍ରି (ସଂ. ପା ଧାତୁ) — ଧୂମ ପାନ କରିବା — To smoke
- ଦେ. କ୍ରି (ସଂ. ପା ଧାତୁ) — (ଲକ୍ଷଣାର୍ଥ) ସମ୍ପୂର୍ଣ୍ଣରୂପେ ନିଜର ଅଙ୍ଗୀଭୂତ କରିବା — To assimilate or incorporate a thing into one's body
- ଦେ. କ୍ରି (ସଂ. ପା ଧାତୁ) — ପିଇ ଦିଅନ୍ତି ଗୋଟିକଯାକ ସେ କିଶୋରୀ କିରେ—କିଶୋରୀଚମ୍ପୂ।