ପିଆସୀ Piāsi

  • ଦେ. ବିଣ (ସଂ. ପିପାସୁ; ପିପାସିତ) — ତୃଷାର୍ତ୍ତ — Thirsty
  • ଦେ. ବିଣ (ସଂ. ପିପାସୁ; ପିପାସିତ) — ଅତ୍ୟନ୍ତ ଅଭିଳାଷୀ; ପ୍ରତ୍ୟାଶୀ — Eagerly desirous for a thing