ପାୱାର ହାଉସ୍ Pāwār hāus

  • ବୈଦେ. ବି. (ଇଂ. ପାୱାର ହାଉସ୍) — ଯେଉଁ ଘରେ କଳ ଦ୍ୱାରା ବିଦ୍ୟୁତ୍ ଉତ୍ପାଦିତ କରାଯାଇ ତାହା ବିଜୁଳି ବତୀ ଓ ପଙ୍ଖା ଆଦି ଚଳାଇବା ପାଇଁ ଦୂରକୁ ଚାଳିତ କରାଯାଏ — Power house