ପାହୁଡ଼ Pāhuṟḍ̠a

  • ଦେ. ବି. — ପାଉଡ଼; ସ୍ତ୍ରୀମାନଙ୍କ ଗୋଡ଼ରେ ପିନ୍ଧିବା ଅଳଙ୍କାର ବିଶେଷ; ଗୋଡ଼ର ବଳା; ଗୋଡ଼ଖଡ଼ୁ — An anklet
  • ଦେ. ବି. — ସ୍ତୀରୀମାନଙ୍କର ପାହୁଡ଼ର ଶବଦ କରାଇଲା ସେ ବନଜନ୍ତୁଙ୍କୁ ସ୍ତବଧ—କୃଷ୍ଣସିଂହ, ମହାଭାରତ, ବନ।