ପାହିଲି Pāhili
- ଦେ. ବି. (ସଂ. ପାତ୍ର ସଂ. ପାତିଳୀ; ପ୍ରା. ପାଇଲୀ=ମାପିବାର ମାଟିର ପାତ୍ର) — ଏକ ପାଆ ମାପର ପାତ୍ର — A measure of /4 of a seer
- ଦେ. ବି. (ସଂ. ପାତ୍ର ସଂ. ପାତିଳୀ; ପ୍ରା. ପାଇଲୀ=ମାପିବାର ମାଟିର ପାତ୍ର) — ଗଉଣୀର 12 ଭାଗରୁ ଏକ ଭାଗ ପରିମାଣ ମାତ୍ର — ଗଉଣୀର1ଭାଗରୁ ଏକ ଭାଗ ପରିମାଣ ମାତ୍ର—. A measuring pot of corn equal to 1/1 of a gouny