ପାହାନ୍ତି Pāhānti

  • ଦେ. ବି. (ସଂ. ପ୍ରଭାତ) — ରାତି ପାହିବା ସମୟ; ରାତ୍ରର ଶେଷ ଭାଗ; ବଡ଼ି ଭୋର — The latter part of the night; day-break; the time before dawn; early morning
  • ଦେ. ବି. (ସଂ. ପ୍ରଭାତ) — କାଣ୍ଡ ଘାତେ ମୋ ଦେହ ଯାଇଥିଲା ତାତି ଏଣୁ ଶୋଇ ପଡ଼ିଲି ହୁଅନ୍ତେ ପାହାନ୍ତି। କୃଷ୍ଣସିଂହ, ମହାଭାରତ, ଉଦ୍ଯୋଗ।
  • ଦେ. ବିଣ.—(ସଂ. ପ୍ରଭାତୀ) — ପ୍ରଭାତ ସମ୍ବନ୍ଧୀୟ — Relating to day-break
  • ଦେ. ବିଣ.—(ସଂ. ପ୍ରଭାତୀ) — (ଯଥା—ପାହାନ୍ତିଆ ଶୀତ)
  • ଦେ. ବିଣ.—(ସଂ. ପ୍ରଭାତୀ) — ପ୍ରଭାତ କାଳୀନ — Occuring at day-break
  • ଦେ. ବିଣ.—(ସଂ. ପ୍ରଭାତୀ) — (ଯଥା—ପାହାନ୍ତି ବାଜା)
  • ଦେ. ବିଣ.—(ସଂ. ପ୍ରଭାତୀ) — (ସଂ. ପ୍ରାପଣ; ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ; ଯଥା—ହାତ ପାହାନ୍ତି)—(ଗୋଡ଼ ହାତଦ୍ୱାରା) ପହଞ୍ଚିବାର ଯୋଗ୍ୟ (ସ୍ଥାନ) — Reachable (by the hand or foot)