ପାହାନ୍ତି ଅବକାଶ Pāhānti abakāṡa
- ଦେ. ବି. (ସଂ. ପ୍ରଭାତ ଅବକାଶ) — ପ୍ରଭାତ ସମୟରେ ଦେବତାମାନଙ୍କର ପହଡ଼ ଭାଙ୍ଗିବା ପରେ କରାଯିବା ଆରତି ଆଦି — The ceremonies performed before Deities in the early morning
- ଦେ. ବି. (ସଂ. ପ୍ରଭାତ ଅବକାଶ) — ଶଯ୍ୟା ତ୍ୟାଗ କରିବା ସମୟରେ ବୋଲାଯିବା ସ୍ତୁତି ଗୀତ — Hymns and songs recited before day- break