ପାହାନ୍ତରା Pāhāntarā

  • ଦେ. ବି—(ସଂ. ପ୍ରଭାତ+ତାରା; ତ୍ୱରା) — ପାଆଁ ତରା (ଦେଖ) — Pā-āñtarā (See)
  • ଦେ. ବି—(ସଂ. ପ୍ରଭାତ+ତାରା; ତ୍ୱରା) — ପାହାନ୍ତରା କରି ଦୁହେଁ କରିବା ଗମନ— ପୀତାମ୍ବରୀ, ଛାନ୍ଦକଞ୍ଚନବତୀ।